ଭୁବନେଶ୍ୱରରେ ୨୦୦ ପାଉଚ୍‌ ଦେଶୀ ମଦ ଜବତ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରୁ ରାଜଧାନୀ ଭୁବନେଶ୍ୱରକୁ ଚୋରା ମହୁଲି ପାଉଚ ଚାଲାଣ ବେଳେ ମାଡ଼ି ବସିଲା କମିସନରେଟ ପୁଲିସ। ଅଭିଯୁକ୍ତକୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଗଣପତି ଦାସ। ସୂଚନା ଅନୁସାରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଖଣ୍ଡଗିରି ଥାନାର ସ୍ୱତନ୍ତ୍ର ଟିମ ଚଢ଼ାଉ କରିବା ସମୟରେ ଗଣପତିଙ୍କ ଠାରୁ ୨୦୦ ଲିଟରରୁ ଅଧିକ ମହୁଲି ପାଉଚ ମିଳିଥିଲା। ବସ୍ତି ବାସିନ୍ଦାଙ୍କୁ ବିକ୍ରି କରିବା … Continue reading ଭୁବନେଶ୍ୱରରେ ୨୦୦ ପାଉଚ୍‌ ଦେଶୀ ମଦ ଜବତ, ଅଭିଯୁକ୍ତ ଗିରଫ